STORYMIRROR

sagarika sarangi

Inspirational

3  

sagarika sarangi

Inspirational

ଖୁସି ର ଶିଖର

ଖୁସି ର ଶିଖର

1 min
16

ସୁଖ, ଦୁଃଖ,ହସ ,ଖୁସି ସଭିଏଁ ସାଙ୍ଗ।

ସୁଖ ଭଲ ପାଏ ହସ କୁ ଖୁସିକୁ ..

କିନ୍ତୁ ଚାହେଁ ନାହିଁ ଦୁଃଖର ମୁଁହ।

ଦୁଃଖ ହୁଏ ଦୁଃଖୀ ଏହା ଭାବି ଭାବି...

ମୋ ସାଙ୍ଗ ଯେ ମୋତେ ନ ପାଏ ଭଲ।

"ମୁଁ ଚାଲି ଯାଉଛି ଜୀବନୁ ତୋର "..

"ମୋ ସୁଖ ଲୋ ତୁ ହୋଇ ଥା ଲୋ ସୁଖୀ "।

ସୁଖ କହେ ସାଙ୍ଗ ଭାରି ଭଲ ହେଲା...

ମୋ ଜୀବନେ ନାହିଁ ଦୁଃଖର ଚିହ୍ନ।

କିଛି ଦିନ ପରେ ସୁଖ ହସ କୁ କହଇ,

ତୁମ ସହ ଆଗଭଳି ଲାଗୁନି ଭଲ।

ସ୍ମିତ ହାସ୍ୟ ଦେଇ କୁହଇ ହସ...

କହତ ଖୁସି......

କିପରି ପହଞ୍ଚିବ ଶିଖରେ ତୋର ?

ଖୁସି ଏହା ଶୁଣି ଖୁସିରେ କହିଲା ....

ଦୁଃଖ ଆସିଲେ ଜାଣିବୁ ପରା।

ଦୁଃଖକୁ ପାଇଣ ସୁଖ ସୁଖୀ ହେଲା....

ପହଞ୍ଚିଲା ସିଏ ଖୁସିର ଶିଖର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sagarika sarangi

Similar oriya poem from Inspirational