STORYMIRROR

sagarika sarangi

Abstract

4  

sagarika sarangi

Abstract

ବାପା

ବାପା

1 min
12

ଖୋଜୁଥିଲି ଯେଉଁ ପ୍ରେମ ସଭିଙ୍କ ଭିତରେ.....

ଆଜିଯାଏଁ ପାଇନାହିଁ ମୁଁ କେଉଁଭି ଅସ୍ତିତ୍ଵ ଭିତରେ।

ବୁଝେ ଆଜି ଅବାଞ୍ଛିତା ଭୂଲ କେଉଁଠାରେ.....

ବିଚ୍ଛେଦ ର ଦ୍ୱାରେ କିମ୍ପା ପ୍ରେମ ମିଳି ପାରେ!!

ଯେଉଁ ପ୍ରେମ ପୂରିଲାନି ରକ୍ତ ର ସମ୍ପର୍କେ .....

ଅତି କ୍ଷୀଣ ପୂର୍ଣ୍ଣ ହେବା ଏହି ଭୂ ଲୋକେ ।

କାଶ୍......

ତୁମ ହାତ ଦୋଳିରେ ମୁଁ ଝୁଲା ଝୁଲି ଥାନ୍ତି.....

ଖୋଲା ହସ ଟିକେ ହସି......

ଚାତକ ମୁଁ ତୃପ୍ତ ହୋଇଥାନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sagarika sarangi

Similar oriya poem from Abstract