STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ପରିବର୍ତ୍ତନ

ପରିବର୍ତ୍ତନ

1 min
18


ଦୁନିଆ ରେ ଏଠି ସବୁ ହୁଏ ପରିବର୍ତ୍ତନ

ବର୍ଷ ମାସ ଋତୁ ସବୁ ହୁଏ ଦିନେ ପରିବର୍ତ୍ତନ

କିଛି ନୁହେଁ ସତ ଦିନେ ନଷ୍ଟ ହୋଇ ଯିବ

ଧନ ଯୌବନ ଏଠି ଦିନେ ସବୁ ଲୋପ ପାଇବ

ଶରୀର ଦେଖ ହେଉ ଅଛି ତୁମ ପରିବର୍ତ୍ତନ

ବାଲ୍ୟ କାଳ ଗଲା ଯୁବା ବୟସ ବିତିଲା ବର୍ଦ୍ଧକ୍ୟ ହେଲା ଜାଣ

ମଣିଷ ବି ହୁଏ ଏଠି କେତେ ପରିବର୍ତ୍ତନ

କାଲି ଥିଲା ଯିଏ ରାଜା ହେଲା ଆଜି ରଙ୍କ ବିତିଲା ଦିନ

ସୁସ୍ଥ ଦେହ ହୁଏ ରୋଗୀଣା ସବୁ ଥାଇ ହୁଏ ପରିବର୍ତ୍ତନ

ଦୁଃଖ କଷ୍ଟ ରେ ବେଳ ସରି ଯାଏ ରୁଚେ ନାହିଁ ଭୋଜନ

ନିଜେ ନିଜକୁ ଆସ ଭାଇ କରି ଦେବା ପରିବର୍ତ୍ତନ

କାମ କ୍ରୋଧ ରାଗ ଦ୍ଵେଷ କୁ ଛାଡିବା ବଦଳାଇ ଦେବା ମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational