Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titu Sahu

Classics

3  

Titu Sahu

Classics

ପ୍ରିୟା ତୁମେ ଅଛ କେଉଠି

ପ୍ରିୟା ତୁମେ ଅଛ କେଉଠି

1 min
307


           

ସାତ ଶ୍ରାଵଣ ଗଲା ଝରି

ଛ ଫଗୁଣ ଗଲା ବହି

ତଥାପି ବି ହୋଇ ପରିଲାନି ଏକାଠି

ପ୍ରିୟା ତୁମେ ଅଛ କେଉଁଠି?


 ନିଦରେ ଯାଇ ଥିଲି ସୋଇ

ଗଲ ତୁମେ କୁଆଡେ ଚାଲି?

ତୁମକୁ ପାରିଲି ନି ଭେଟି

ପ୍ରିୟା ତୁମେ ଅଛ କେଉଁଠି?


ଶୀତୁଆ ସକାଳ ର କାକର

ଵୁଣି ଦେଲା ପ୍ରେମ ପତର

ହାତେ ଧରି ନେଲି ସାଉଟି

ପ୍ରିୟା ତୁମେ ଅଛ କେଉଁଠି?


ଠିକଣା ଗଲ କି ଭୁଲି?

ଜାଗା ନ ଥିଲା କି ଖାଲି?

ଲେଖି ପାରିଲନି କେଉଁଠି

ପ୍ରିୟା ତୁମେ ଅଛ କେଉଁଠି?


      


Rate this content
Log in

Similar oriya poem from Classics