STORYMIRROR

Jagabandhu Sahu

Romance

2  

Jagabandhu Sahu

Romance

ପ୍ରିୟା ତୁମ ପାଦ ଚିହ୍ନ

ପ୍ରିୟା ତୁମ ପାଦ ଚିହ୍ନ

1 min
124

ମଉଳି ଯାଇନି ସେ ପ୍ରୀତି ଗୋଲାପ

    ରହିଛି ତୁମକୁ ଚାହିଁ

ଭୁଲି ନାହିଁ ପ୍ରିୟା ସେଇ ପାଦ ଚିହ୍ନ

    ସମୁଦ୍ରର ବେଳା ଭୂଇଁ


ଫେରି ଆସିବାକୁ କଥା ଦେଇଥିଲ

    ଫେରିତ ଆସିଲ ନାହିଁ

ତୁମ ରୂପ ଛବି ହୃଦୟେ ମୋ ଆଙ୍କି

    ରହିଛି ତୁମକୁ ଚାହିଁ


କହିବାକୁ ଥିଲା କେତେ କଥା ପ୍ରିୟା

     କହିତ ପାରିଲି ନାହିଁ

ଅକୁହା କଥାକୁ କବିତା ଆକାରେ

     ପଠାଉଛି ତୁମ ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance