STORYMIRROR

Prabhanjana Tripathy

Classics

3  

Prabhanjana Tripathy

Classics

ପ୍ରିୟା ର ,,,,

ପ୍ରିୟା ର ,,,,

1 min
258

ହେଉ ସେ ବର୍ଷା ,ଅନନ୍ତଦେହୁ,

ଗରଜି ଧୁର୍ତ୍ତ ପ୍ରାଣେ

ସେ କାନ୍ଦିଲେ ଜଗତ ଜାଣେ,

ମୁଁ କାନ୍ଦିଲେ ଜଣେ


ସେ ଚାଲିଗଲେ ଆସେ' କଜ୍ବଳ,

ଚତୁର୍ଦ୍ଦିଗ' ଲାଗେ ପ୍ରାଣ ବିକଳ,

ବିଶ୍ୱାସ ନ ହୁଏ ଜୁଇରେ ଦେଖି,

ତରାଟୀ ତା ମୁଖ,ନ କାନ୍ଦେ ଆଖି


ପୂର୍ବ ଭାବନା'ସେ ମିଳନ ଇତି,

ବାର୍ ବାର୍ ମନ ଭିତର ଗତୀ,

ଚୁମ୍ଭନେ ଓଧର ମହୁ'ର ପାନ,

ଦେହ ଆଲିଙ୍ଗନ,ଭାଵ ମିଳନ


ଶୁକ୍ର ସଞ୍ଜୀବନି ତରଳ କ୍ଷେପି,

କମାନା ଅନ୍ତରୁ ତପତ ମାପି,

ନାନା ଭାଵ ରାଵ ଭଙ୍ଗିର ଆଳେ,

ହୃଦୟ ସ୍ପନ୍ଦନ ସମ୍ପର୍କ କାଳେ


କୁଚ ଠାରୁ ତାର,ଉପସ୍ତ ଯାଏଁ,

ପ୍ରତେକ ଅଙ୍ଗରେ ଜୀବନ ଧାଏଁ,

କାହିଁ ନାହିଁ ଆଉ ପ୍ରିତୀ ସମ୍ଭାର,

ଜୀବନ ସାରାଂଶ ହେଲା ବେକାର


ମିଥ୍ୟା ଏ ସଂସାର ,ମିଥ୍ୟା ସମ୍ପର୍କ,

ସତ୍ୟ ଏ ସମୟ,ମର୍ତ୍ୟୁ ବିତର୍କ

ଧାରୁଆ ଖଡ୍ଗରେ ,ହୁଅନ୍ତା କାଟି,

କିଅବା ଧରତ୍ରୀ ଯାଆନ୍ତା ଫାଟି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics