STORYMIRROR

Dharitri Das

Romance

2  

Dharitri Das

Romance

ପ୍ରିୟା ମୋର

ପ୍ରିୟା ମୋର

1 min
121

ପ୍ରିୟା ମୋର ଭାରି ପାଠୋଇ

ନିତି ପାଠାଗାର ଯାଉଛି ସେହି।

ପଢୁଛି ନଭେଲ ଭଳିକି ଭଳି

ପ୍ରେମ କରିବାରୁ ଖାଉଛି ଗାଳି।

ପ୍ରିୟା ମୋର ଭାରି ଛଟକି

ବାଟେ ଦେଖି କରେ ନଟଙ୍କି।

ପିଲାଙ୍କ ପରି କରଇ ଅଳି

ଦେଖି ପଡିଶା ଯାଆନ୍ତି ଜଳି।

ପ୍ରିୟା ମୋର ଭାରି ଫୁଲେଇ

ଖେଳୁଛି ସେ ଧରି କୁଲେଇ।

ବେଳେ ବେଳେ ଛାଡଇ ରଡ଼ି

ମନ କହେ ଦେବିକି ଛାଡ଼ି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance