STORYMIRROR

sumita behera

Inspirational

2  

sumita behera

Inspirational

ପରିପୂର୍ଣ୍ଣା

ପରିପୂର୍ଣ୍ଣା

1 min
131

   

    


   ପିଆଲାକୁ ତୁମ

  ଭରିବାକୁ ଯାଇ

  ରିକ୍ତ କରିନେଲି ନିଜକୁ ଏତେ,

  ନିଃସ୍ୱା ନୁହେଁ ବରଂ

  ପରିପୂର୍ଣ୍ଣା ହେଲି

  କାହାର ଏ ଦାନ ବିସ୍ମିତ ସତେ !

   

    

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Inspirational