ପରିପୂର୍ଣ୍ଣ
ପରିପୂର୍ଣ୍ଣ
ଅଗମାନେ ତୋର
ଉଲ୍ଲାସର ପର୍ବ
ପରିପୂର୍ଣ୍ଣ ହେଲି ମୁଁଏତେ,
ଫେରି ପାଇଲି ମୋ
ଖୋଜିଲା ଅତୀତ
ତୁ ଜୀଇଁବାର ରାହା ସତେ।
ଅଗମାନେ ତୋର
ଉଲ୍ଲାସର ପର୍ବ
ପରିପୂର୍ଣ୍ଣ ହେଲି ମୁଁଏତେ,
ଫେରି ପାଇଲି ମୋ
ଖୋଜିଲା ଅତୀତ
ତୁ ଜୀଇଁବାର ରାହା ସତେ।