STORYMIRROR

Pranati Mahapatra

Inspirational Abstract

2  

Pranati Mahapatra

Inspirational Abstract

ପରିଣତ ବୟସରେ ସ୍ଵାର୍ଥେ ଅନ୍ଧ ହୋଇ,

ପରିଣତ ବୟସରେ ସ୍ଵାର୍ଥେ ଅନ୍ଧ ହୋଇ,

1 min
12.6K


ପରିଣତ ବୟସରେ ସ୍ଵାର୍ଥେ ଅନ୍ଧ ହୋଇ,

ଭୁଲି ନିଜ ପିଲାବେଳ ସ୍ମୃତି,

କେତେ କଷ୍ଟେ ବିନା ସ୍ଵାର୍ଥେ ଆଖି ବୁଜି

ସନ୍ତାନକୁ ପାଳନ କରନ୍ତି ।

ଶେଷ ସମୟରେ ଟିକେ 

ସେବା ଶୁଶ୍ରୃଷା ପାଇଁ,

ହାତ ପାତି ପ୍ରଭୁଙ୍କୁ କରନ୍ତି ବିନତୀ,

କିନ୍ତୁ ହାୟ ....

ଉଦ୍ଧତ ଯୈ।ବନେ ଭୁଲି ନାରୀ ମୋହେ

ପିତାମାତା ପରି ଦେବତାର କରି ଅପମାନ,

ଦିଏ ତାଙ୍କୁ ଘରୁ ଘଉଡାଇ,

ପେଟେଖାଇ ଆନନ୍ଦରେ 

ମାରୁଥାଇ ହାଇ।

ବିବେକ ଛିଗୁଲାଇ କହେ-

ଏ ସମୟ ବି ତୋର

ଅତିଶୀଘ୍ର ଆସଇ...।

ପ୍ରଣତି ମହାପାତ୍ର

ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational