STORYMIRROR

Papu parida

Drama Romance Others

3  

Papu parida

Drama Romance Others

ପ୍ରୀତିସାମ୍ରାଜ୍ୟର ରାଜକୁମାରି

ପ୍ରୀତିସାମ୍ରାଜ୍ୟର ରାଜକୁମାରି

1 min
156

ତୁମେ ପ୍ରୀତି ସାମ୍ରାଜ୍ୟର ରାଜକୁମାରି

ତୁମ ହରିଣୀ ଆଖିରେ ଦେବ କି ମାରି 

ହାଏ ଦେବ କି ମାରି ।


ତୁମେ ପ୍ରୀତି ସାମ୍ରାଜ୍ୟର ଶ୍ଵେତ ତୁରଙ୍ଗ

ତୁମ ହସ ଦିଏ ଭରି ମନେ ଉମଙ୍ଗ

ହାଏ ମନେ ଉମଙ୍ଗ ।


ତୁମେ ପ୍ରୀତି ସାମ୍ରାଜ୍ୟର ବିଜୟ ବାନା

ତୁମ ଫୁଲକିତ ଠାଣି କଲା ଦିୱାନା

ହାଏ କଲା ଦିୱାନା।


ତୁମେ ପ୍ରୀତି ସାମ୍ରାଜ୍ୟର ପୁଷ୍ପ ବାଟୀକା

ତୁମ ଦେହର ମହକ ବାସେ ଅଧିକା

ହାଏ ବାସେ ଅଧିକା।


ତୁମେ ପ୍ରୀତି ସାମ୍ରାଜ୍ୟର ନୂଆଁ ସକାଳ

ତୁମ ଓଠ ତଳ ଲାଜ କରେ ପାଗଳ

ହାଏ କରେ ପାଗଳ।


ତୁମେ ପ୍ରୀତି ସାମ୍ରାଜ୍ୟର ରତ୍ନ ଭଣ୍ଡାର

ତୁମେ ବୋଳିଲ ମନରେ ପ୍ରେମ ଅବିର

ହାଏ ପ୍ରେମ ଅବିର।


Rate this content
Log in

Similar oriya poem from Drama