STORYMIRROR

Usharani Sahoo

Romance

4  

Usharani Sahoo

Romance

ପ୍ରୀତି

ପ୍ରୀତି

1 min
386

ସୁପ୍ତ ହୋଇ ନାହିଁ କେବେ 

ମୋ ମନର ପ୍ରୀତି

ଏବେ ବି ହୃଦୟ ତଳେ 

ରଖିଛି ସାଇତି।

ଈଶାରାରେ ତୁମେ ପ୍ରିୟା

କରିଲେ ଜାଗ୍ରତ

ହୃଦୟରେ ଭରିଦେଵି

ପ୍ରେମର ଅମୃତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance