The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Laxminarayan Sahoo

Abstract Inspirational

2  

Laxminarayan Sahoo

Abstract Inspirational

ପରୀକ୍ଷା

ପରୀକ୍ଷା

1 min
32



 ଏ ଜୀବନ ପରୀକ୍ଷା ମୟ

କଷଟି ପଥରେ ବାରମ୍ବାର

ଘଷି ହୋଇ ମଳିଚମ ଛାଡ଼ିବା 

ଅତି ସାଧାରଣ ।


 ହଁ ,କେବେ

ମୋର ଛାତି ଚିରି ପାରିନି

କି କରି ପାରିନାହିଁ ଅଗ୍ନି ତର୍ପଣ,

ତଥାପି ପରୀକ୍ଷାର ଅନ୍ତ କାହିଁ । 


 ନିଜ ଭିତରେ ଆପଣା ପଣକୁ

ଜାହିର୍ କରିବା ପାଇଁ,

ତୁମ ଭିତରେ ନିଜକୁ ଖୋଜି ପାଇବା ପାଇଁ,

ପରୀକ୍ଷା ।


 ମୁଁ ତ ଫାଟି ଯା କହିଲେ

ଫାଟି ଯାଏନି ଧରିତ୍ରୀ,

ଫାଟି ଯାଏ 

ମୋ ଘରର ଦଦରା କାନ୍ଥ

ଯା ଉପରେ ବିଶ୍ୱାସର

ଛାତ ହୁଏ ଟଳମଳ ।


Rate this content
Log in

Similar oriya poem from Abstract