STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ପରିବର୍ତ୍ତନର ସ୍ବପ୍ନ

ପରିବର୍ତ୍ତନର ସ୍ବପ୍ନ

1 min
258

ଜୀବନରେ ଥିଲା ଅନେକ ଯେ ସ୍ବପ୍ନ

ଥିଲା ଯେ ଅନେକ ଇଚ୍ଛା

ଇଚ୍ଛା କୁ ପୁରାଣ କରିବାକୁ ପଣ

ବଦଳି ହୋଇବି ଆଚ୍ଛା


ନୂତନତା ଦେଖି ଚାହେଁ ସବୁ ଆଖି

ଚାହିଁଲା ସାରା ଦୁନିଆ

ପରିବର୍ତନ ସ୍ରତେ ବଦଳିଲା ଯେ

ବଦଳିଲା ମୋର ନାଆ


କିଏ ଦେଖି ମୋତେ ପାଖକୁ ସେ ଡାକେ

କିଏ ପଚାରେ କାରଣ

ଉତ୍ତରରେ ମୋର କୁହେ ସ୍ବପ୍ନ ସାକାର

ପରିବର୍ତନ କାରଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract