STORYMIRROR

Manaswinee Dash

Abstract

3  

Manaswinee Dash

Abstract

ପରିବର୍ତ୍ତନ

ପରିବର୍ତ୍ତନ

1 min
184

ଦିନ ଥିଲା ସବୁଜ ସୁନ୍ଦର ଏଇ ଧରା, 

ଗଛ ପତ୍ର ରେ ଥିଲା ଭରା, 

ସୁନ୍ଦରତା ତାର ଅପାସୋରା, 

ଲାଗୁଥିଲା ପ୍ରୁଥିବୀ ଯେମିତି ସ୍ବର୍ଗ ପରା। 


ମାନବ ହେଲା ଆଧୁନିକ, 

ଯାନ ବାହାନ ଯନ୍ତ୍ର ଜିନିଷ ହେଲା ଅନେକ, 

ବଢି ଚାଲିଲେ ଲେକ, 

କଳକାରଖାନା ହେଲା ଚାହିଦା ପୂରଣ କରିବା ପାଇଁ ସଭିଙ୍କ। 


ସବୁ ଜିନାର ହେଲା ସଂହାର, 

କଳକାରଖାନାର ଯେ ହେଲା ବିସ୍ତାର, 

ପ୍ରଦୂଷଣ ଯେ ଡେଇଁଲା ଗାର, 

ପରିବେଶ ହେଲା ଅସ୍ବାସ୍ଥ୍ୟ କର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract