STORYMIRROR

Sambit Srikumar

Action Classics Inspirational

3  

Sambit Srikumar

Action Classics Inspirational

ପରିବର୍ତ୍ତନ

ପରିବର୍ତ୍ତନ

1 min
288


ସରକାର ବଦଳିଗଲେ ବଦଳେ

ନାହିଁ ଦେଶର ଭାଗ୍ୟରେଖା 

ବଦଳେ ନାହିଁ ମେହନତି ବାପୁଡା

ଜନତାର କପାଳ ଲେଖା। 


ବଦଳେ ଯାହା ଶାସକ ତନ୍ତ୍ରର

ରୂପକଳ୍ପ ବାହ୍ଯ ଖୋଳପା 

ବଦଳନ୍ତି ପୁଣି ନେତା ନୀତି 

ବଦଳେ ପ୍ରିୟା ଆଉ ପ୍ରୀତିର ରୀତି। 


ସବୁକିଛି ଚାଲେ ପୂର୍ବବତ 

ଧରାବନ୍ଧା ବିଧିବିଧାନ ମୁତାବକ 

ଶଗଡ଼ଗୁଳାରୁ ନାହିଁ ମୁକ୍ତି 

ଏଇ ତ ଗତାନୁଗତିକ ପଦ୍ଧତି। 


ଆମେ ବଦଳିଲେ ହିଁ 

ଯାଇ ଏହି ଦେଶ ବଦଳିବ

ଆଗେ ଦୃଷ୍ଟି ବଦଳାଅ 

ସୃଷ୍ଟି ଆପେ ଆପେ ବଦଳିଯିବ।



Rate this content
Log in

Similar oriya poem from Action