STORYMIRROR

Mrs. SASMITA DAS

Abstract

3  

Mrs. SASMITA DAS

Abstract

ପରିବର୍ତ୍ତିତ ଦୂରଭାଷ

ପରିବର୍ତ୍ତିତ ଦୂରଭାଷ

1 min
11.3K

ପ୍ରଯୁକ୍ତି ବିଜ୍ଞାନର ବିରାଟ ପ୍ରଚେଷ୍ଟା

ଦୂରଭାଷ ମାଧ୍ୟମରେ ଆଣେ ବ୍ୟାପକ ସାର୍ଥକତା

ରିସିଭର ମାଧ୍ୟମରେ ବାର୍ତ୍ତାଳାପ 

ଅନେକ ମୋଡ଼ରେ ପରିବର୍ତ୍ତିତ

ଏବେକାର ସ୍ମାାର୍ଟଫୋନ୍ 

ସମୟର ଉତ୍ତମ ସଦୁପୋଯୋଗ 

ଆଣେ ଜୀବନରେ ନୂତନ ବିକଳ୍ପ 

ସୀମିତ ପରିଧିିରେ ବ୍ୟବହୃତ ଲାଣ୍ଡଫୋନ 

ବ୍ୟାପକ କ୍ଷେତ୍ରରେ ପରିିିବର୍ଦ୍ଧିତ ଏ ସ୍ମାର୍ଟଫୋନ୍ 

ନୂତନତ୍ବ ସଂଚାର କରି ସମାଜରେ 

ଯୋଗାଇଛି ପ୍ରଗତିର ସୂଚକ

ବ୍ୟକ୍ତିଗତ ବାର୍ତ୍ତାଳାପ

ଅବା ସାାମାଜିକ ସମସ୍ୟାା ଅନ୍ତର୍ଗତ 

ଶିକ୍ଷା ସଂସ୍କୃତିର ପୁନରୁଦ୍ଧାର 

ଜ୍ଞାନର ପରିମାର୍ଜିତ ସଂସ୍କାର 

ସବୁର ଏକ ନୂଆ କଳେବର 

ବର୍ତ୍ତମାନର ଏ ଭ୍ରାମ୍ୟମାଣ ଦୂୂରଭାଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract