STORYMIRROR

Manaswinee Dash

Abstract

3  

Manaswinee Dash

Abstract

ପରିବେଶ ସୁରକ୍ଷା ପଣ

ପରିବେଶ ସୁରକ୍ଷା ପଣ

1 min
170

 

ଯେବେ ଆଶେ ବିଶ୍ବ ପରିବେଶ ଦିବସ, 

ସଭିଏଁ କହନ୍ତି ପଣ କରିବା ଆଶ, 

ବନ୍ଚେଇ ରଖିବା ଆମ ପରିବେଶ, 

ଫୁଟିବ ଆମ ସଭିନ୍କ ହସ। 


ନେତା, ସମାଜସେବୀ, ସରକାରୀ କର୍ମଚାରୀ, 

ଜଗେଇ ଦିଅନ୍ତି ବ୍ରୁକ୍ଷ ଆଣି କରି, 

ଲଗାଇଲେ ହୁଅନ୍ତି ଚିତ୍ର ଉତ୍ତୋଳନ କରି, 

ତାପରେ ଦେଖନ୍ତି ନି ସେ ଗଛକୁ ପଚାରି। 


ଗୋଟିଏ ଦିନର ପରିବେଶ ସୁରକ୍ଷା କାମ, 

ତାପରେ ପରିବେଶ ସୁରକ୍ଷା କରନ୍ତି କାଗଜ କଲମ, 

ଗଛଟିର ଭାଗ୍ଯ ହୁଏ ନିର୍ମମ, 

ବଢିବାର ଆଶା ତା ରହେ ହୁଅଇ ଭ୍ରମ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract