Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Inspirational

3  

Srinibas Mahalik

Inspirational

ପରିବା

ପରିବା

1 min
7K



ଆଜିକାଲି ଏହି ପରିବାଗୁଡାକ

କେଉଁଥିରୁ ସୃଷ୍ଟି ଭାଇ

ସକାଳେ କିଣିଲେ ସଞ୍ଜ ବେଳେ ସବୁ

ଯାଏ ହଳଦିଆ ହୋଇ..

କିଏ ଏଥିପାଇଁ ଦାୟୀ..

ନା ଏ ପ୍ରକୃତି ନା ଏ କୃଷକ

ନା ଏ ବେପାରୀ ଭାଇ ।୧।


କୃଷକ ପୂର୍ବରୁ ଜୟ ଶବ୍ଦ ଯୋଡି

କରୁ ଆମେ ସମ୍ବୋଧନ

ସେ କ'ଣ ଏଭଳି ପନିପରିବାରେ

ଢାଳିପାରେ ପଏଜନ..!!

ନା ପାଇବାକୁ ଧନ..

ଅସାଧୁ ବେପାରୀ କେମିକାଲ ଦେଇ

କରନ୍ତି ଏ କାର୍ଯ୍ୟମାନ ।୨।



ବିଜୟନଗର, ଗଣିଆ, ନୟାଗଡ଼


Rate this content
Log in

Similar oriya poem from Inspirational