STORYMIRROR

Sudhanjali Mishra

Inspirational

2  

Sudhanjali Mishra

Inspirational

ପ୍ରେରଣା

ପ୍ରେରଣା

1 min
374

ଆକାଶବାଣୀ ତ ମୋ ପାଇଁ ପ୍ରେରଣା

ପ୍ରେରଣା ଥିଲି ମୁଁ ପିଲାଙ୍କ ପାଇଁ

ଆକାଶବାଣୀର ସବୁ କାର୍ଯ୍ୟକ୍ରମ

ପ୍ରେରଣା ଥିଲା ସେ ମୋତେ ଯୋଗାଇ

ଅନୁଚିନ୍ତା ତା'ର ବୌଦ୍ଧିକ ବିକାଶ

ପଢାରେ ସାହାଯ୍ୟ ଛନ୍ଦାଳଙ୍କାର

ଆଧୁନିକ ଗୀତ ସିନେମା ସଂଗୀତ

ସଜାଇଛି ମୋତେ ସେ ଗୀତିକାର

ତା ' କଥନଶୈଳୀ ମୋତେ ସଜାଇଲା

ସୁଯୋଗ୍ୟା ଓ ମଞ୍ଚ ପରିଚାଳିକା

ତା'ସଂଗୀତ ଶୁଣି ସାଜିଗଲି ମୁହିଁ

ପ୍ରାର୍ଥନା ପମୁଖା ଓ ସୁଗାୟିକା

ଛାତ୍ରଛାତ୍ରୀଙ୍କର ଆଗ୍ରହକୁ ଦେଖି

ପାଦ ବଢାଇଲି ଆଗକୁଆଗ

ମୋତେ ଦେଖି ପିଲେ ସାହସ ପାଇଲେ

ବିନାଦ୍ବିଧାରେ ସେ ମାଡିଲେ ଆଗ

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational