STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ପ୍ରେରଣା -ରୀତା ଅପରାଜିତl

ପ୍ରେରଣା -ରୀତା ଅପରାଜିତl

1 min
468

ମୋ ଜୀବନରେ ସାହିତ୍ୟ ରାସ୍ତା ରେ

ମୁଁ ବି କାହାର ପ୍ରେରଣା ସାଜିବି ଜାଣିନଥିଲି

ବହୁତ ଜଣ ମତେ ପ୍ରେରଣା ଭାବେ ଗ୍ରହଣ କରନ୍ତି

ମତେ ବି ଅବlକ ଲାଗେ

କଣ ଏମିତି କରିଛି କାହା ପାଇଁ

ଟିକେ ରାସ୍ତା ଦେଖୁଛି ତ

ମୁଁ ଗୋଟିଏ ଛୋଟିଆ ମହମବତୀ

ଆକାଶ ର ସୂର୍ଯ୍ୟ ନୁହେଁ

ମତେ କିଏ ଆଗେଲେ ଭଲ ଲାଗେ

କାହାକୁ ରାହା ଦେଖେଇଲେ

ଭଲ ଲାଗେ

ମୋର ଜୀବନ ଦର୍ଶନ ବି ସମସ୍ତ ଙ୍କୁ

ଭଲପାଅ

ଜୀବନ ଟା ଆଇସକ୍ରିମ ପରି

ଖାଇଲେ ସରିଯିବ

ନ ଖାଇଲେ ତରଳିଯିବ।

ମୋ ମୂଲ୍ୟ କିଏ ବୁଝୁ ନ ବୁଝୁ

ପ୍ରଭୁ ତ ଜାଣନ୍ତି

ମତେ ଲୋଡ଼ା ନାହିଁ ମାନ ସମ୍ମାନ

ମୁଁ ଚାହେଁ ମୋ ପାଠକ ହୃଦୟ ରେ ଛୋଟ ଜାଗା ଟିଏ

ସେଇ ପଦ୍ମଶ୍ରୀ

ଜଗତର ନାଥ ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କରେ

ଏ ଅପରାଜିତl ଏତିକି ଗୁହାରୀ ରଖ

ମତେ ଯେତେ କଷ୍ଟ ଦେଲେ

ନାହିଁ ମପ ମନରେ ଦୁଃଖ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract