STORYMIRROR

Jagannath Barik

Romance Fantasy

3  

Jagannath Barik

Romance Fantasy

ପ୍ରେମରେ ଫସିଗଲି

ପ୍ରେମରେ ଫସିଗଲି

1 min
307


        ମୁଁ

       ପ୍ରେମ

       କରିକି

      ଫସିଗଲି |

      ମୃଗନୟନା

     ସ୍ବର୍ଣ୍ଣ ଅପଘନା

    ମଲ୍ଲୀର ପ୍ରେମେ ମଲି |

    ଗଜ ଗମନା ଛଟକ

    ମନକୁ କରିଲା ଅଟକ

   ମଣ୍ଡାକୁଚ ଦେଖି ଲୋଭାଇଲି |

    କଳା ମଚମଚ କୁନ୍ତଳ

    ଟଭା ଗଭା କିମଞ୍ଜୁଳ

    ବଚନେ ଭଳିଗଲି |

     ଅନେଇ ହସିଲା

      ଠକି ଚାଲିଲା

      ଭୁଲିଗଲା

       ସ୍ମୃତିକୁ

        ଝୁରିଲି |

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance