Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Comedy

4  

PUSPALATA SAHOO

Comedy

ପ୍ରେମରେ ମୁଁ ମାଷ୍ଟର

ପ୍ରେମରେ ମୁଁ ମାଷ୍ଟର

1 min
380


ଶାଳୀ ଅଟେ ପରା ଅଧା ଘରୱାଲି 

କହିଥିଲା ଦିନେ ୱାଇଫ 

ମନେ ରଖିଥିଲି କଥାକୁ ତାହାର 

ହୃଦୟରେ ମୋର ସାଇତି l

ଶଶୁର ଘରକୁ ଯାଏ ଯେବେ ବୁଲି 

ଶାଳୀ ସାଥେ ହୁଏ ଦେଖା 

ପାଖରେ ବସେଇ କୋଳରେ ଶୁଆଇ 

କରେ ତାକୁ ଜଗା ରଖା l

ଶାଶୁ ଶ୍ୱଶୁରଙ୍କୁ ହାତେ ରଖିଥାଏ 

ଝିଅ ତାଙ୍କ ଭାରି ଫୁଲେଇ 

ନେଇଯିବ କାଳେ କିଏ କେତେବେଳେ 

ଟଙ୍କା ଦେଇ ତାକୁ ମୂଲେଇ l

ଦିନେ ଖରାବେଳେ ଲୁଚି ଲୁଚି ଆସି 

ଭିଡି ଧରିଲି ତା ଅଣ୍ଟାକୁ 

ହଲି ପାରିଲାନି ବିଚରା ପିଲାଟା 

ମାଡି ବସିଲା ମୋ ପିଠିକୁ l

କୋଳା କୋଳି ହୋଇ ଦୁହେଁ ଗଲୁ ଗଡି 

ମନ ଖୁସି ହେଲା ଶାଳୀର 

ଲାଜେଇ ଲାଜେଇ ଧୀରେ ଧୀରେ କହେ 

ପ୍ରେମରେ ତ ତୁମେ ମାଷ୍ଟର ll



Rate this content
Log in

Similar oriya poem from Comedy