ଯାଇଛ କି ତୁମେ ଭୁଲି
ଯାଇଛ କି ତୁମେ ଭୁଲି
ତୁମେ କଥାଦେଇଥିଲ
ଆଜି କଥା ହେବବୋଲି ।
ତୁମେ କେମିତି ସେକଥା
କୁ ଗଲତ ପୁରାଭୁଲି ।
ତୁମ ହାତେ ହାତରଖି
ସଦା ବାଟ ଚାଲୁଥିଲି ।
ମୋ ହାତଛାଡି କେମିତି
କୁହ ତୁମେ ଗଲଚାଲି ।
ସାଥେ ଚାଲିବାଟାତ ଶିଖାଇଥିଲ
ବୋଲି ଯାଇଛକି ତୁମେଭୁଲି ।
ଏକାଏକା ମୁଁଯେ କେମିତିଚାଲିବି
କହିବକି ମତେ ଟିକେଖୋଲି ।