STORYMIRROR

Sanjaya Ananda Kumar Tripathy

Comedy

3  

Sanjaya Ananda Kumar Tripathy

Comedy

ଲକ୍ ଡାଉନ୍ ଚାଲିଛି

ଲକ୍ ଡାଉନ୍ ଚାଲିଛି

1 min
235

ବାପା କରୁଛନ୍ତି ଦୋକାନ ସଉଦା

ମାଆ ମାଜୁଅଛି ବାସନ,

ବୋହୁ ଏଣେ ମୋବାଇଲରେ ମାତିଛି 

ପକାଇ ଚକା ଆସନ ।

ୱାର୍କ ଫ୍ରମ ହୋମ ମୋତେ ଖାଇଲା

ସକାଳରୁ ସଞ୍ଜ ହେଉଛି,

ଏସବୁ ଭିତରେ ଆମ ଘରେ

ଲକ୍ ଡାଉନ୍ ଟା ଚାଲିଛି ।

କହିଲେ କହିବ କହୁଛି

କ'ଣ କରିବି, ନ କହିଲେ

ମୋ ମୁଣ୍ଡ ଖାଲି ବିନ୍ଧୁଛି ।



Rate this content
Log in

Similar oriya poem from Comedy