Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BULU BEHERA

Comedy Children

3  

BULU BEHERA

Comedy Children

ଚାରି କ ପଣକିଆ ଗୀତ

ଚାରି କ ପଣକିଆ ଗୀତ

1 min
152


ଚାରି  ଏକେ ଚାରି,

କାହିଁକି  ହସୁଛୁ ଭାରି  l


ଚାରି  ଦୁଗୁଣେ  ଆଠ,

ବନ୍ଦ କରେ  ତୋର ଓଠ l  


ଚାରି  ତିରିକି  ବାର,

ଶିଖିନି  ତୁ ଶିଷ୍ଟାଚାର   l


ଚାରି  ଚଉକୁ ଷୋହଳ,

କିଆଁ  ହେଉଥିଲୁ  ବଲବଲ l


ଚାରି  ପଞ୍ଚା କୋଡିଏ,

ଗୁଂଜି କାଡ଼େ  ତୁ ଷାଠିଏ l 


ଚାରି  ଷୋକୋ ଚବିଶି,

ସବୁଠୁ  ଦୁଷ୍ଟ ତୁ  ବେଶୀ l 


ଚାରି  ସତା ଅଠେଇଶୀ, 

ଏଠି  ଠିଆ ହୁଅ  ଆସି l 


ଚାରି  ଅଷ୍ଟା ବତିଶୀ, 

ହସୁଥିଲୁ  ପରା ତୁ ବେଶୀ l  


ଚାରି  ନୂଆଁ ଛତିଶୀ, 

ଟୁଁ କରି  ପାଡିଦେଲା ଲୁସି l  


ଚାରି  ଦଶା ଚାଳସି, 

ଜୋରରେ  ଦେଲି ମୁଁ  ହସି l



Rate this content
Log in

Similar oriya poem from Comedy