STORYMIRROR

sai mahapatra

Abstract Comedy

3  

sai mahapatra

Abstract Comedy

ମଦ ପିଇବା

ମଦ ପିଇବା

1 min
576

            

     ଆସ ସଭିଏଁ ମିଳିମିଶି ମଦ ପିଇବା

    ଓଡ଼ିଶାର ଉନ୍ନତି ରେ ଭାଗିଦାର ହୋଇବା

    ଓଡ଼ିଶା ସରକାର ଙ୍କ ନୂତନ ଯୋଜନା

    ସେଥିପାଇଁ ରାଜ୍ୟ ମଦୁଆ ସଂଘ ତାଙ୍କୁ ଦେଉଛି ଶୁଭ କାମନା

      ଏଥର ବ୍ରତ ହେଉ ଅବା ବାହାଘର

     ସବୁଠି ଜମିବ ମଦ ର ଆସର

ଏପଟେ ରାଜ୍ୟ ସରକାର ଦେବେ ଭଲ ମଦ ବ୍ୟବସାୟୀ ଙ୍କୁ ପୁରସ୍କାର

ସେପଟେ ମଦୁଆ ପଛକେ ପାଉଥାଉ ସାରା ସମାଜରେ ତିରସ୍କାର


ଏପଟେ ମଦୁଆ ମାନଙ୍କ ଲଗାଇ ଲାଇନ

ସେପଟେ ତୁମେ ହିଁ ମଦ ପିଇ ଗାଡ଼ି ଚଳାଇଲେ କାଢ଼ି ନେବ ଫାଇନ


ସ୍ୱାମୀ ସ୍ତ୍ରୀ ଅବା ପିଲା ଛୁଆଙ୍କ ଘଟୁ ବିଛେଦ

   କିନ୍ତୁ

ଆମ ରାଜସ୍ବ ହାନି ରେ ପଡ଼ୁ  ପୂର୍ଣ୍ଣଛେଦ


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract