Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Comedy Inspirational

3  

BANITA SAHU

Comedy Inspirational

କଲମ

କଲମ

1 min
225


ନାଟି ମୋର କଲମ

କିଏ ଡାକନ୍ତି ପେନ୍ ତ କିଏ ଡାକନ୍ତି କଲମ ?

ହେଲେ ମୋର କିଛି ଫରଖ୍ ପଡେନି ।

ସମସ୍ତଙ୍କର ମୁହିଁ ଆଦର

ସମସ୍ତେ ମତେ ପ୍ରକେଟ୍ ରେ ରଖନ୍ତି

ଦରକାର ବେଳେ ବ୍ଯବହାର କରନ୍ତି ।

ମାଁଙ୍କ ପାଖକୁ ଚିଠି ଲେଖିଲେ ମନେପକାନ୍ତି ମତେ

କେତେ କଥା ଲେଖନ୍ତି କହି ହୁଏନା ସତେ ।

ପ୍ରେମିକାକୁ ପ୍ରେମପତ୍ର ଲେଖିଲେ ମନପକାନ୍ତି ମତେ

କେତେ ଅଭିମାନ ପ୍ରେମ ଭରିଦିଅନ୍ତି କହିପାରେନା ଏତେ ?

ଶିଶୁର ଭବିଷ୍ଯତ ଗଢିବାରେ ମନେପକାନ୍ତି ମତେ

ରଙ୍ଗ ବେରଙ୍ଗର କଲମ ପାଖେ ରଖନ୍ତି କେତେ ?

କେହିମତେ କରନ୍ତିନି ଅପମାନ

ସଧା କରିଥାନ୍ତି ସମ୍ମାନ ।

ସମସ୍ତଙ୍କୁ ମୋର ଏତିକି ବଧେଇ

ଅପବ୍ଯବହାର ମତେ କରନାହିଁ ।

ଭୂଲନାହିଁ ମତେ ରଖିଥାଅ ମନ

କରୁଥିବ ସଧା ତୁମକୁ ସମ୍ମାନ ।



Rate this content
Log in

Similar oriya poem from Comedy