Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshaya Kumar

Comedy

3.0  

Akshaya Kumar

Comedy

ଅମିୟ

ଅମିୟ

1 min
134


ଅମିୟ ଯେ ତୁ କୁଆଡେ ଗଲୁ

ଅମୃତ ପରି ରହିଗଲୁ,

ଭୂଲିଗଲୁ ଗାଆଁ କଥା

ଘରକୁ ଆସୁଛୁ ତେକିଣ ମଥା ।


ଜଟିଆ ଆସିଲା ତମ ଦୋକାନକୁ

ଚିନି ନବ ବୋଲି,

ହେଲେ ତୋ ଦାଦା ଆସି କହିଲେ

ଅମିୟ ଗଲା ଭୁଲି ।


ଅବୁଲି ତମ ଘରେ କହିଲା

ଅମିୟ କୁଆଡେ ଗଲା,

ସାଇକଲ ଚଲା ମନେପଡିଲା

ସେକାଳ ପଖାଳ ଗଲା ।


ଗିରିଧାରୀ ତତେ ଅନାଇ ବସିଛି

ଟିଉସନ ଆସିବୁ ବୋଲି,

ହେଲେ ତୁ ନ ଆସି କୁଆଡେ ଗଲୁ,

ତାକୁ ତ ଗଲୁ ଭୁଲି ।


ତୁ ସେତେବେଳେ ପଖାଳ ଖାଉଥିଲୁ

ଏବେ ଚାଇନିଜ୍ ଖାଉ,

ଅଣ୍ଡା ରୋଲ୍ ଲଲିପପ୍

ଆଉ କାହାପାଇଁ ନଉ ।


ଗାଆଁ କଥା ଭୁଲି

କଟକ ରେ ରହିଲୁ ,

ଆର୍ଟ ଛାଡ଼ି ଆଇ. ଟି. ଆଇ

ତୁ କିଆ ନେଲୁ ।



Rate this content
Log in

Similar oriya poem from Comedy