STORYMIRROR

Pramod Kumar Jena

Comedy

3  

Pramod Kumar Jena

Comedy

ପତି ପତ୍ନୀ

ପତି ପତ୍ନୀ

1 min
381

ମାନନ୍ତିନି କେହି             ଅନ୍ୟ ସମ୍ମୁଖରେ

ପତ୍ନୀଙ୍କୁ ସଭିଙ୍କ ଡର

ପରିବା ପତର              ରାସନ ମୁଣ୍ଡେଇ

ବେଳହୁଁ ଫେରନ୍ତି ଘର


ଗୋଟେ ପରେ ଗୋଟେ ଠୋଓ ଠାଆ ହୋଇ

ଫୁଟିବ ପ୍ରଶ୍ନର ବାଣ

କାହିଁ ଯାଇଥିଲ      କୁଆଡେ ରହିଲ

ଡେରିର ଦିଅ କାରଣ???


ହେଉ ଥାଉ ପଛେ       ତାଲା ଯେତେ ବଡ

ଚାବି ତ ତା ଠାରୁ ଛୋଟ

ମହାବଳ ବାଘ         ବାହାରେ ହୋଇଲେ

ସ୍ତ୍ରୀ ହାତେ ଥାଏ ଛାଟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy