STORYMIRROR

BULU BEHERA

Comedy Children

3  

BULU BEHERA

Comedy Children

ଓଡ଼ିଆ ବାର ମାସ ଗୀତ

ଓଡ଼ିଆ ବାର ମାସ ଗୀତ

1 min
234

ଏକ - ବୈଶାଖ - ସବୁରି  ମୁହଁକୁ ଦେଖ l   (1)


ଦୁଇ - ଜ୍ୟୋଷ୍ଠ - ବନ୍ଦ  କର ନାକ ଓଠ l   ( 2)


ତିନି -  ଆଷାଢ଼ - କିଏ  ପିଲେ ଏତେ ପାଡ l (3)


ଚାରି -ଶ୍ରାବଣ - କରୁଛ  କିଆଁ  ହଇରାଣ  l (4)


ପାଞ୍ଚ - ଭାଦ୍ରବ - ଦାନ୍ତ  ଦେଖନିରେ  ଶିବ l (5)


ଛଅ -ଆଶ୍ୱିନ - ଗନ୍ଧୁଛି  କି  ଭଣ ଭଣ  l  (6)


ସାତ -କାର୍ତ୍ତିକ - ଫାଟି ଯାଉଛି ମୋ" ନାକ l (7)


ଆଠ -ମାର୍ଗଶିର - କି' ବାସନା  ତୋ' ପାଡର l (8)


ନଅ -ପୌଷ - କାହିଁକିରେ  ଏତେ  ହସ  l  (9)


ଦାଶ -ମାଘ  - ବାୟା  ହେବେ ଶୁଙ୍ଘି ବାଘ l (10)


ଏଗାର -ଫାଲଗୁନ - ଘର କରୁଛ  ପ୍ରଦୂଷଣ l   (11)


ବର -ଚୈତ୍ର - କରିଦେଲୁ  ତୁ" ପବିତ୍ର  l   (12)



Rate this content
Log in

Similar oriya poem from Comedy