STORYMIRROR

Akankshyamayee Dash

Comedy Inspirational Others

3  

Akankshyamayee Dash

Comedy Inspirational Others

କଟା ଗଚ୍ଚେ ସୁନ୍ଦର୍ ଫୁଲ୍

କଟା ଗଚ୍ଚେ ସୁନ୍ଦର୍ ଫୁଲ୍

1 min
246


କଟା ଗଛେ ସୁନ୍ଦର୍ ଫୁଲ୍ ,ମା ଦେବୀ ହେଉଚନ ମୂଲ ,

ଫୁଲ୍ ଫୁଟ୍ଟୁଚେ ଗୁଭ୍। ଗୁଭା ଆମକୁ ଦେକ୍ଲେ ନାଇ ଲାଗେ ଶୋଭା ,

ସଭିକର୍ ମନ୍ ଅଚ୍ଚଲ୍ ବିଚ୍ଚଲ୍ ,ନାଇ ଲାଗେ ମନ୍ ଚଞ୍ଚଳ 

କଟା ଗଛେ ସୁନ୍ଦର୍ ଫୁଲ୍ ,ଫୁଲ୍ ନାଇ ହେଲେ କ।ଣ। ହେବା ଯେ ଆମର ସୁନ୍ଦର୍ କୁଲ୍ ।

ଫୁଲେ ବଶିଚେ ପ୍ରଜାପତି ଦିସୁଚେ ବଡ଼। ସୁନ୍ଦର୍ 

ପ୍ରଜାପତି ଉଡ଼ି ଗଲେ ଦେଖି ନାଇ ହୁଏ ରେ ଫୁଲ ର ଆକାର 


ମା ଦେବୀ ଆଶୀର୍ବାଦ ହେଲେ କଟା ଗଚ୍ଚର୍ ଫୁଲ୍ ଚଢ଼ାଳେ 

ସୁଖେ ରଖି ଥ ସବୁ ବେଳେ ,ମା ଇଷ୍ଟ ଦେବୀ ସମ୍ବଳେଶ୍ୱରି ତୁମକେ ଗୁହାରି ଏତକି ,

ଗଚ୍ଚ କଟା ଲାଗି ପ୍ରକୃତି ରାଣୀ ର ପାଣି ପାଗ୍ ସବୁ ବଦଳି ଲା 

ବନେ ଉପଵନେ ଅ।ଗ୍ପରି ଆଉ 

ଫୁଲ୍ ଫୁଟୁ ଚେ ଗୁଭା ଗୁଭା ,ଆମକୁ ଦେଖ୍ଲେ ନାଇ ଲାଗେ ଶୋଭା ,

କଟା ଗଚ୍ଚେ ସୁନ୍ଦର୍ ଫୁଲ୍ ମା ଦେବୀ ହେଇଚନ୍ ଠୁଳ ।


Rate this content
Log in

Similar oriya poem from Comedy