STORYMIRROR

BULU BEHERA

Comedy Children

3  

BULU BEHERA

Comedy Children

ଏଗାରକ ପଣକିଆ ଗୀତ

ଏଗାରକ ପଣକିଆ ଗୀତ

1 min
232


ଏଗାର ଏକେ  ଏଗାର,

ଖାଇଲି  ଆମ୍ବ   ଆଚାର  l



ଏଗାର  ଦୁଗୁଣେ  ବାଇଶି,

କି ମିଠା  ଲାଗିଲା  ବେଶୀ  l



ଏଗାର ତିରିକି   ତେତିଶୀ,

ସତେକି   ଆମ୍ବର   ଲସି  l



ଏଗାର ଚଉକୁ   ଚଉରାଳସୀ,

ଚାଟି  ଖାଇଲି  ମୁଁ   ହସି ହସି  l



ଏଗାର ପଞ୍ଚା  ପଂଚାବନ,

ଲାଜ  ଲାଗୁଥାଏ  ଭୀଷଣ  l



ଏଗାର  ଷୋକୋ  ଛଅଷଠି,

ରାଗରେ  ଜଳୁଥାଏ ମୋ ପାଟି l



ଏଗାର ସତା  ସତସ୍ତରୀ,

ପାଣି ଗିଲାସେ ହାତେ ଧରି  l



ଏଗାର ଅଷ୍ଟା  ଅଠା ଅଶୀ,

ଢକ ଢକ  ମୁଁ  ପିଇଲି  ବସି  l



ଏଗାର ନୂଆଁ  ଅନେଶତ,

ଲାଲ  ନିଗିଡିଲା ମୋ ବହୁତ  l



ଏଗାର ଦଶା  ଶହେ ଦଶ ,

ରାଗରେ  ଉଡ଼ିଗଲା ମୋ' ହୋସ l


   


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Comedy