STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ପ୍ରେମରେ ଧୋକା

ପ୍ରେମରେ ଧୋକା

1 min
126

ବହୁତ ଭଲ ପାଉଥିଲି

ପ୍ରଶଂସା ବି କରୁଥିଲି

ହେଲେ ତମେ ମୋତେ

କେତେ ଭଲ ପାଉଛ

ତା କଳନା କରିନଥିଲି

ଏଇଟା ହିଁ ମୋ ମୁର୍ଖାମୀ


ତମେ ଭାବୁଛ ମୋ ମନରେ

ଗଭୀର କ୍ଷତ ଦେଇସାରି

ଶାନ୍ତିରେ ରହିପାରିବ ବୋଲି

ହେଲେ ନାଇଁ ତାହା ହେବନି

ତମେ ବି ପ୍ରତାରଣାର ଫଳ

ଖୁବ ଶୀଘ୍ର ପାଇଯିବ ନିକଟରେ


ପ୍ରତାରଣାର ନିଆଁ କେତେ ଯେ

ଭୟଙ୍କର ହୋଇପାରେ ହଠାତ

ତାହା କେବଳ ସେ ପ୍ରେମିକ/କା ବୁଝିବେ

ଯିଏ ତା'ର ଶିକାର ହୋଇଥିବେ

କିନ୍ଦିଲେ ବି ସରିବନି ସେ ଲୂହ


ତୁମେ ମୋତେ ଯେମିତି ଗୋଇଠି ମାରିଛ

ମୁଁ ତୁମକୁ ଠିକ ସେମିତି ଘୄୄୄୄୄୄୄୄୄଣା କରେ

କେବଳ ସେ ଦିନଠାରୂ ସତରେ

ଯେବେଠୁ ତୁମେ ପ୍ରତାରଣା ଶିଖାଇଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract