STORYMIRROR

Suresh chandra Padhy

Drama

3  

Suresh chandra Padhy

Drama

ପ୍ରେମରେ ଛଳନା

ପ୍ରେମରେ ଛଳନା

1 min
188


ମୋ ସହ କାହିଁକି ଛଳନା କରିଲୁ

ମୋ ଖୁସି ନେଲୁ ମୋତେ କଷ୍ଟ ଦେଲୁ।


ପ୍ରେମ ତୋର ଦୁଃଖ ଦେଇ ଗଲା

ମୋ ପ୍ରିୟା ତୋ ଠାରୁ ଏଇ ଆଶା ନ ଥିଲା।


ତୁ କାହା କଥା ଶୁଣିଥିଲୁ

ମୋ ସହ କପଟ କରିଲୁ ।


ତୋ ସହ ସବୁ ସମ୍ପର୍କ କାଟି ଗଲା

ଯେବେ ତୋ ଗୁଣ ଜଣା ପଡିଲା ।


ଆଜି ଠାରୁ ତୋତେ ମୁ ଭୁଲିବି

ମୋ ଜୀବନେ ତତେ କେବେ ନ ଖୋଜିବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama