STORYMIRROR

Ghanashyam Biswal

Romance

3  

Ghanashyam Biswal

Romance

ପ୍ରେମଫୁଲ

ପ୍ରେମଫୁଲ

1 min
234

ହାରିଲା ମନେ

ଜାଳିଲୁ ବିଜୟର ଦୀପ

ଜଳିଲା ପ୍ରାଣେ

ଫୁଟି ହସିଲୁ

ହୋଇ ସୁନାଫୁଲ

ଝରାଇ ଅସରନ୍ତି ପ୍ରେମଫୁଲର ବାସ୍ନାରେ

ଦଦରା ହୃଦୟରେ

ଗଢ଼ିଲୁ ଶଙ୍ଖ ମଲମଲ ତାଜମହଲ

ଶୁଖିଲା ଓଠରେ

ବରଷିଲୁ ଆଣି ଶହେ ଶ୍ରାବଣର ସୁଖର ବରଷା ଛିଟା

ଯାଯାବରକୁ କୋଳରେ ନେଇ

ନିଜର କରି

ସୁନା ପ୍ରେମିକା ହୋଇ

ଫେରାଇଲୁ ଜୀବନ

ସରଗୀ ପରୀଟିଏ ହୋଇ

ସାଜିଲୁ ଜିଇଁବାର କାରଣ

ଦେଖାଇ

ଶହେ ସୁନେଲି ସପନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance