STORYMIRROR

Amitav Sahu

Abstract

2  

Amitav Sahu

Abstract

ପ୍ରେମିକା ପଣ

ପ୍ରେମିକା ପଣ

1 min
178

ନିତି ନିତି ଝଗଡା

ନିତି ନିତି ମାନ ଅଭିମାନ

ନିତି ନିତି ରାଗ ରୁଷା

ଏହା ଗୋଟେ କ'ଣ

ତଥାପି ଆମେ ଏକାଠି

ବୋଧେ ଏହା ପଛରେ ହିଁ

ଲୁଚି ରହିଛି

ଅମାପ ଆତ୍ମୀୟତା, ହୃଦଯବୋଧତା

ଯାହା ପାଇଁ ଦୁହେଁ ଦୁହିଁଙ୍କୁ

ଖୋଜୁଥାଉ ନିଇତି



Rate this content
Log in

Similar oriya poem from Abstract