STORYMIRROR

MADHU MITA

Inspirational

2  

MADHU MITA

Inspirational

ପ୍ରେମାଭାଷ

ପ୍ରେମାଭାଷ

1 min
139


କହି ପାରେନା..

ରହି ପାରେନା..

ସହି ପାରେନା..

ବହି ପାରେନା..


ଦେଇ ପାରେନା..

ନେଇ ପାରେନା..

ଥୋଇ ପାରେନା..

ଶୋଇ ପାରେନା..


ହସି ହୁଏନା..

ଖସି ହୁଏନା..

କଷି ହୁଏନା..

ପେଶି ହୁଏନା..


ଲୁହ ଝରାଏ..

କୋହ ଦେଖାଏ..

ମୋହ ଲଗାଏ..

ଦେହ ଜଳାଏ…


ଗରମ ..

ହେଉ କି

ନରମ..

ଏ କିନ୍ତୁ

କଥାଟି

ମରମ..

ଯାହା


ବୁଝି ହୁଏନା…

ଭାବି ହୁଏନା…

ଭୁଲି ହୁଏନା…

ଛାଡ଼ି ହୁଏନା…


କଥା ମାନେନା…

ଦେଖା ଯାଏନା...

ରୋକି ହୁଏନା…

ବାଡ ଜାଣେନା...




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational