STORYMIRROR

Sunanda Mohanty

Abstract Romance Others

2  

Sunanda Mohanty

Abstract Romance Others

ପ୍ରେମ

ପ୍ରେମ

1 min
143

ପ୍ରେମ ମୋର ସେତ ଅବୁଝା ଗପର ବହି 

ପୃଷ୍ଠା ପରେ ପୃଷ୍ଠା ସାଇତା ଭିତରେ କିଛି ନାହିଁ 

ପ୍ରେମ ମୋର ଏକ ଅଲୋଡ଼ା ଅଖୋଜା ନଈ 

ଏ କୂଳ ରେ କେହି ନାହିଁ କି ସେ କୂଳରେ କେହି ନାହିଁ 

ପ୍ରେମ ମୋର ଖାଲି ପାଖେ ପାଖେ ଥିବା ଛାଇ 

ରାଜା ପୁଅ କେହି ନାହିଁ ରାଜକୁମାରୀ ଆସିବ କାହିଁ 

ହୁଏତ ସେ ପ୍ରେମ ଆଧାଗଢ଼ା ସେଇ ମନ୍ଦିର ଗାତ୍ରର 

ନର୍ତ୍ତକୀ ମୁଁହରେ ହସ ଧାରେ ହୋଇ ଯାଇଅଛି ରହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract