STORYMIRROR

pawan Mohakul

Romance

3  

pawan Mohakul

Romance

ପ୍ରେମ

ପ୍ରେମ

1 min
414

କହିଲେ ହୁଏନି ପ୍ରେମ

ଗଢିଲେ ଗଢେନି

ଛିଣ୍ଡାଇଲେ ଛିଣ୍ଡେନି ସେ

ଭାଙ୍ଗିଲେ ଭାଙ୍ଗେନି

ସେ ତ ଅନୁଭବ ଏକ

ହୃଦୟର ଅଭ୍ୟନ୍ତର ତନ୍ତ୍ରୀ ଝଙ୍କାରରେ ,

ପ୍ରତିଟି ସ୍ପନ୍ଦନ ଗାଏ ପ୍ରେମର ସୁରରେ

ଯଦି ମୃତ୍ୟୁଯାଏଁ ନାହିଁ ଅବ୍ୟାହତି ସ୍ପନ୍ଦନର,

ତେବେ ଶୂନ୍ୟତା କିପରି ହେଵ ଯେ ପ୍ରେମର  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance