ପ୍ରେମ
ପ୍ରେମ
ପ୍ରେମ ସେତ ମୋର ଜହ୍ନ ର କଳଙ୍କ
ଯାହାକୁ କରିଛି ଜୀବନେ ତିଳକ ,
କେତେବେଳେ କଣ୍ଟା କେତେବେଳେ ଫୁଲ
କେବେ ସମତଳ କେବେ ଗୋଲକ ,
କେବେ ସରଳ ସମୀକରଣ ରେ ଚିତ୍ର ଜ୍ୟାମିତିକ
ନା କହିପାରିଛି ନା ସହିପାରିଛି ନା ଦେଇପାରିଛି
କିଛି ଅଳ୍ପ ସ୍ୱଳ୍ପ ବିକଳ୍ପ ଚୁମ୍ବକ ,
ପ୍ରତିଧ୍ୱନୀ ଶୁଣିଛି କେବଳ ଜୀବନ ଯାକ
ଲେଖିନାହିଁ କିଛି ଦେଖିନାହିଁ କିଛି ,
ନିଷ୍ପାପ ପ୍ରେମର ପାଦଶବ୍ଦ କେବଳ ଅଳୀକ
ଭ୍ରମିଛି ଭ୍ରମୁଛି ପ୍ରେମକାଳେ ଛପିଛି ଦେଖୁଛି ନିଜ ଛାଇତକ ।
