STORYMIRROR

Sandhyarani dash

Abstract

2  

Sandhyarani dash

Abstract

ପ୍ରେମ

ପ୍ରେମ

1 min
223

ପ୍ରେମ ଏକ ସୁନ୍ଦର ଅନୁଭବ, ତ୍ୟାଗ ବିନା ପାଇ ହୁଏନା

ପ୍ରେମ ମଣିଷକୁ ତ୍ୟାଗ ଶିଖା ଏ, ଭୋଗରେ ଆତ୍ମ ତୃପ୍ତି ମିଲେନା

ପ୍ରେମ ଏକ ସ୍ୱର୍ଗୀୟ ଶାଶ୍ଵତ, ସ୍ବାର୍ଥ ଏଠି ରୁହେନା

ପ୍ରେମ ଏକ ଘାତ ପ୍ରତିଘାତ ଜୀବନ, ପରୀକ୍ଷା କରି ହୁଏନା

ପ୍ରେମ ଏକ ବିରାଟ ଜଳାଶୟ, ମାପି କେବେ ହୁଏନା

ପ୍ରେମ ଏକ ଅନୁଭୁତି ର ପରୀକ୍ଷା, ଫଳ ଜାଣି ହୁଏନା

ପ୍ରେମ ଦୁଇଟି ହୃଦୟର ଆଦୃଶ୍ ଅନୁଭବ, ଦେଖାଇ ସେ ହୁଏନା

ପ୍ରେମ କଣ୍ଟକିତ ପଥରେ ଭରପୁର, ଚାଲି ଚାଲି ଥକେନା

ପ୍ରେମ ଦିଏ ପ୍ରତାରଣା ହେଲେ, ତାକୁ ଛାଡି ହୁଏନା

ପ୍ରେମ ପାଇଁ ଲୋଡା ଆନ୍ତରିକତା, ଯାହା ଜାଣି ହୁଏନା

ପ୍ରେମରେ ଫୁଲର ବାସ୍ନା ଭରି ଥାଏ, କେବେ ଭୁଲି ହୁଏନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract