STORYMIRROR

Ashis Kumar Swain

Abstract

3  

Ashis Kumar Swain

Abstract

ପ୍ରେମ

ପ୍ରେମ

1 min
255

ପ୍ରେମ ସୁନ୍ଦର ଶାଶ୍ଵତ ନିବିଡ଼ ବନ୍ଧନ , ଦୁଇଟି ମନ ଏବଂ ହୃଦୟର ମିଳନ

କେବେ ସୃଷ୍ଟି ହୁଏ ରାଗ ରୁଷା ଅଭିମାନ କେବେ ହସ ଖୁସିର ନନ୍ଦନକାନନ

ନୟନର ଅଶ୍ରୁ ପୁଣି ବିରହର ଯନ୍ତ୍ରଣା ହସ ଖୁସି ସ୍ୱର୍ଗୀୟ ଅନାବିଳ ଭାବନା

ସୃଷ୍ଟି ଦିଗନ୍ତ ବିସ୍ତାରି ପବିତ୍ର ସମ୍ପର୍କ ପ୍ରାଣ ଶେଷ ପର୍ଯ୍ୟନ୍ତ ରହି ବାନ୍ଟଇ ମହକ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract