Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

alok Kumar

Classics

3.8  

alok Kumar

Classics

ପ୍ରେମ

ପ୍ରେମ

1 min
235


ପ୍ରେମ କେବେ କୋଉଠି

କେତେବେଳେ କେମିତିହୁଏ,

କେହିକେବେ କହି ପାରିଛି ନା କହିପାରିବ!

ପ୍ରେମ ର ଅନୁଭୂତି, ପ୍ରେମର ପରଶ,

ପ୍ରେମର ସେଇ ମୁହୂର୍ତ୍ତ ଜୀବନର ଏଇ ପଥକୁ କେତେବେଳେ କରିଥାଏ

ପୁଷ୍ପଭଳି କୋମଳମୟ ତ

କଣ୍ଟାର ଆଘାତ ଭଳି କଷ୍ଟ ଦାୟ !

କେବେ ଏ ପ୍ରେମ ଥିଲା ଅନୁଭୂତି,

ଆକର୍ଷଣ, ଓ଼ ଅଜଣା ପରିସର

ଅକୁହା ପ୍ରୀତିଟିଏ !

ଆଜିର ଏ ଆଧୁନିକ ପିଢ଼ିର

କିଶୋର, କିଶୋରୀ, ଯୁବକ, ଯୁବତୀ,

ବୟସର ଯୌବନ ଢେଉରେ,

ଭୁଲିଛନ୍ତି ନିଜର ସୀମା !

ପ୍ରେମର ଦ୍ୱାହି ଦେଇ,

ହୋଟେଲ, ପାର୍କ, ରେସଟୁରଣ୍ଟ,

ରେଳ ଷ୍ଟେସନ ଆଦି ସ୍ଥାନରେ

କରୁଛନ୍ତି ପ୍ରେମର ଆଳାପ,

ପ୍ରେମର ଏହି ଆଳାପରେ,

ଭୁଲି ଯାଉଛନ୍ତି ନିଜର ଆଚାର,

ବ୍ୟବହାର ଶିଷ୍ଟାଚାର !

ପ୍ରେମ ଆଜିର ଏ ଆଧୁନିକ, ସମାଜରେ,

ହୋଇବସିଲାଣି ଶସ୍ତା,

ସକାଳ ପାହିଲେ କିଶୋର, କିଶୋରୀ,

ଯୁବକ, ଯୁବତୀ, ପୋଷାକ ବଦଳେଇଲା ଭଳି ବଦଳାଉଛନ୍ତି ନିଜର ଜୀବନ ସାଥି,

ନିଜର ଜୀବନ ସାଥି ।


Rate this content
Log in

Similar oriya poem from Classics