STORYMIRROR

Reeta aparajeeta Mohanty

Romance

3  

Reeta aparajeeta Mohanty

Romance

ପ୍ରେମ

ପ୍ରେମ

1 min
234

ଚାନ୍ଦ ବି ଦେଖିଥିଲି

ଫୁଲ ବି ଦେଖିଥିଲି

ପ୍ରଜାପତି ବି ଦେଖିଥିଲି

ମୟୁର ବି ଦେଖିଥିଲି

ହେଲେ ଯେବେ ତା ପ୍ରେମରେ ପଡିଲି

ଏସବୁର ସୁନ୍ଦରତା ଭୁଲିଗଲି

ତା ଚାହାଣୀ ରେ ଇନ୍ଦ୍ରଧନୁର ରଙ୍ଗ ଥିଲା

ସେ ମତେ ନ ଦେଖି ବି 

ମୋ ଆଖିରେ ତା ଆଖି 

କେଜାଣି କେମିତି ମିଶିଗଲା

ଆଜି ବର୍ଷା ନାହିଁ 

ତଥାପି ପାଦ ଭାରି ମିଠା ଲାଗୁଛି

ମୋ ତରଫରୁ ଅଧା କଥା ପକ୍କା ଅଛି

ତା ମନ କଥା ଜାଣିବାକୁ ବାକି ଅଛି

ତାକୁ ଯେତେ ଦେଖିଲେ ଆଉ ଟିକେ 

ଦେଖିବାକୁ ଇଚ୍ଛା ହୁଏ

ମୋ ପାଦ ଖାଲି ତା ରାସ୍ତା କୁ ଆଗକୁ ବଢେ

ହେଲେ ଆଜିଯାଏଁ ନାଁ ତାର ଜାଣେନି ..?

ଏ ପ୍ରେମ କାହାଣୀ କେଜାଣି କେଉଁ ମୋଡ଼ ନେବ

ହେଲେ ଅନେକ ଦିନରୁ ବିନ୍ଦାସ ଥିବା

ମନ ଟା ମୋର ଏବେ ଦେଵଦାସ

ବନିସାରିଲାଣି

ଜାଣେନି ସେ ମୋ ପlରୋ

ହେବ କି ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance