Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ପ୍ରେମ

ପ୍ରେମ

1 min
201


ପ୍ରେମରେ ଦହନ ପ୍ରେମରେ ଚନ୍ଦନ 

ପ୍ରେମ ଋତୁ ଆସେ ଜୀବନେ ଆସିଲେ ଯୌବନ ।


ପ୍ରେମ ଥାଏ ସବୁଦିନ କଥା ତା ଗହନ 

ପ୍ରେମ ପୁଲକରେ ଉଲ୍ଲସିତ ତନୁ ମନ ବନ ।


ପ୍ରେମ ଏକ ଏମିତି ଆଶ୍ବାନ, ମନ ବିବେକ ବନ୍ଧନ 

ପ୍ରେମ ପାରିଜାତ ସୌନ୍ଦର୍ଯ୍ୟ ବିଭବ ବହନ ।


ପ୍ରେମ ଶାଶ୍ୱତ ସମାହିତ ସୌନ୍ଦର୍ଯ୍ୟ ସୋପାନ 

ପ୍ରେମ ମାଗେ ନାହିଁ ପାଉଣା କି କରେନା ନିବେଦନ ।


ପ୍ରେମର ସଂଜ୍ଞା କାହାପାଇଁ କଣ ତଥାପି ବଂଚିବାର ସମ୍ମୋହନ

ପ୍ରେମ ପାଇଁ ସୃଷ୍ଟି ଏ ସଂସାର ପ୍ରେମମୟ ପ୍ରତ୍ୟକ ସଚେତନ ।


ପ୍ରେମ ରେ ବଞ୍ଚିଛି ସଂସାର ଯେଣୁ ପ୍ରେମ ଆବେଦନ 

ପ୍ରେମ ପାଇଁ ପୁଲକ ମହକ ଓଁ ସତ୍ୟ ସନାତନ ।


ଜଗନ୍ନାଥ ପ୍ରେମ ଅଛି ବୋଲି ହୃଦେ ରହିଛି ଜୀବନ 

ଚାଲିଛି ସଂସାର କରି ମଣିମା ଙ୍କୁ ଆବେଦନ ନିବେଦନ ।


କେବେ ଆସୁ ଝଡ଼ କେବେ ଭାଙ୍ଗୁ ନିଡ଼

ସେଇ ଏକା କରୁଣାମୋହନ  ।



Rate this content
Log in

Similar oriya poem from Classics