STORYMIRROR

srikant behera

Fantasy Others

3  

srikant behera

Fantasy Others

ପ୍ରେମ

ପ୍ରେମ

1 min
222


ପ୍ରେମର ଫଗୁଣ ବରଷି ବରଷି

       ଗାଉଛି ତୁମରି ନାମ

ଆଗୋ ମୋ ଅଳସି କାଖରେ କଳସୀ

      ଧରି କର ନୃତ୍ୟାଙ୍ଗନ ।୧।


ରୁଷି ଅଛ କିଆଁ ମୋ ପ୍ରିୟ ମଇନା

       ଯାଅ ନାହିଁ ମତେ ଛାଡି

ତମେ ଚାଲିଗଲେ ମନରେ ପଡିଲେ

       ପ୍ରାଣ ଯିବ ମୋର ଉଡି ।୨।


ହାତେ ହାତ ରଖି ତୁମ ନୀଳ ଆଖି

        ଚାହିଁ କହୁଅଛି ବାରେ

ଛାଡ଼ିଯାଅ ନାହିଁ  ପ୍ରତିଶୃତି ଦେଇ

       ଲେଖିବା ପ୍ରେମ ଜହ୍ନରେ ।

       ଲେଖିବା ପ୍ରେମ ଜହ୍ନରେ ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy