STORYMIRROR

srikant behera

Others

3  

srikant behera

Others

ନଈ କୂଳ

ନଈ କୂଳ

1 min
206


ଆଜି ଯାଇଥିଲି  ନଈ କୂଳ ବୁଲି 

    ପବନ ଖାଇବା ପାଇଁ 

ବସି ଯେବେ ଥିଲି  ସେହି ନଦୀ ବାଲି 

    ମଳୟ ଥିଲାଟି ବହି 

   ନଥିଲେ ପୁଣିତ କେହି 

କୂଳେ ତଣ୍ଡି ବୁଦା  ହୁଏ ପ୍ରେମେ ଓଦା 

   ବ୍ରାହ୍ମଣୀର କୋଳେ ଶୋଇ |1



ନିଆରା ଲାଗଇ  କୁଳୁ କୁଳୁ ହୋଇ 

   ବହୁଥାଏ ପ୍ରେମ ନେଇ 

ସୁନୀଳ ଗଗନେ  କୋଇଲିର ସ୍ବନେ 

   ତଣ୍ଡି ଯାଏ ଗୀତ ଗାଇ 

   ସାରେଗାମା ସୁର ଦେଇ 

ପ୍ରକୃତି ଦେଇଛି   ଝରଣା ଝରୁଛି 

   ବିନା ସ୍ଵାର୍ଥେ ରହି ରହି 

   ବିନା ସ୍ଵାର୍ଥେ ରହି ରହି |2


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍