STORYMIRROR

Tapan Dixit

Romance

2  

Tapan Dixit

Romance

ପ୍ରେମ

ପ୍ରେମ

1 min
2.4K


ଜଳିବାର ଯେଉଁ ମିଠା ଛୁଆଁ ତାର

ସେ ଜାଣେ ଜଳିଛି ଯିଏ

ଜଳିଦେଖ ଥରେ ବିଜନେ ଗୋପନେ

କେତେ! ଶିହରଣ ଥାଏ ?

ଜଳିବା ଯନ୍ତ୍ରଣା ଜାଣେ ଏକା ସେହି

ଯେ ଜଳିଛି ପ୍ରେମ ପାଇଁ

ଆଉ ଜାଣେ ସେହି ଛୋଟ ପତଙ୍ଗଟେ

ଯେ ଜଳୁଛି 'ଶିଖା'ପାଇଁ ।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance