STORYMIRROR

Ajaya Mahala

Romance

2  

Ajaya Mahala

Romance

ପ୍ରେମ ଯଦି

ପ୍ରେମ ଯଦି

1 min
13.8K


ପ୍ରେମ ଯଦି ସଲିଳ

ତୁମେ ତ ସହଜ ନଈ

ଆଉ ମୁଁ କୂଳ

ମନାସିବି ମୁଁ ମହା ପ୍ଲାବନ

ଯେମିତି କମ ହୋଇ ଆସିବ

ତୁମ ଆଉ ମୋ ଭିତରର ଦୂରତା

ନିର୍ବିକାରରେ ଠିଆହୋଇ

ଅନୁଭବ କରୁଥିବି

ଅଙ୍ଗୁଳି ଅଙ୍ଗୁଳି ଚାଖଣ୍ଡ ଚାଖଣ୍ଡ

ତୁମର ଅଗ୍ରସର ଠାଣିକୁ

ମୋ ହୃଦୟର ଶେଷ ପାହାଚ

ଜଳମଗ୍ନ ହେବା ପର୍ଯ୍ୟନ୍ତ……..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance